ଆପଣ Kickshaw କିପରି ବ୍ୟବହାର କରିବେ, ତାହା ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ,
ପ୍ରୋଗ୍ରାମ୍ ଭିତରେ ଏକ ଟିପ୍ସ ଓ୍ୱିଣ୍ଡୋ ଖୋଲାଯାଇପାରିବ। ଏହାକୁ ଦୁଇଟି ଉପାୟରେ ପ୍ରବେଶ କରାଯାଇପାରେ:

  - ଆପ୍ଲିକେସନ୍ ମେନୁର "ସହାୟତା" ବିଭାଗରୁ "ଟିପ୍ସ" ଚୟନ କରି।
  - F1 କୀ-ବୋର୍ଡ଼ ସର୍ଟକଟ୍ ବ୍ୟବହାର କରି।

Kickshaw ଦ୍ୱାରା ଗ୍ରହଣୀୟ ଯୁକ୍ତି:
